First Year of Mohan Govt:ମୋହନ ସରକାରର ପ୍ରଥମ ସ୍ବନକ୍ଷତ୍ର, ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପ୍ରଧାନମନ୍ତ୍ରୀ

ଜୁନ୍ ୨୦ରେ ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପିଏମ୍ ମୋଦି। ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବରେ ସାମିଲ ହୋଇ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟର କରିବେ ଲୋକାର୍ପଣ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର।

First Year of Mohan Govt:ମୋହନ ସରକାରର ପ୍ରଥମ ସ୍ବନକ୍ଷତ୍ର, ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପ୍ରଧାନମନ୍ତ୍ରୀ
Array