Flight Crash: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା

ହଷ୍ଟେଲର ମେସରେ ବସି ହସଖୁସିରେ ଖିଆପିଆ କରୁଥିଲେ । ପୁଣି ଯାଇଥାଆନ୍ତେ କ୍ଲାସକୁ କିମ୍ୱା ରୋଗୀ ଦେଖିବାକୁ । କିଏ ଜାଣିଥିଲା ହଠାତ୍ ଯମ ଏମିତି ଡାକିନେବ ବୋଲି । ହୃଦୟ ବିଦାରକ ଦୃଶ୍ୟ ବଖାଣୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

Flight Crash: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା
Array