Flight Services: ଓଡ଼ିଶା ସହ ସିଧା କନେକ୍ଟ ହେଲା UAE, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରୁ UAEକୁ ଉଡାଣ ଭରିଲା ବିମାନ । କାର୍ଗୋ ସେବା ଦ୍ୱାରା ପଠଗଲା 50 ଟନ୍ ଆମ୍ବ । ସେପଟେ ଭୁବନେଶ୍ୱରରୁ ବିଶାଖପାଟଣାକୁ ମଧ୍ୟ ପୁଣି ଥରେ ବିିମାନ ସେବା ଆରମ୍ଭ ହେବ । ଏହି ସବୁ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Flight Services: ଓଡ଼ିଶା ସହ ସିଧା କନେକ୍ଟ ହେଲା UAE, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Array