Flood Situation: ଆଗକୁ କମିବ ଜଳସ୍ତର, ଇନଫ୍ଲୋ କମିଲେ ବନ୍ଦ କରାଯିବ ହୀରାକୁଦ ଗେଟ୍

ହୀରାକୁଦ ଜଳସ୍ତର ୬୧୪ ଫୁଟ ରହିଛି, ୨୦ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ୫ ଲକ୍ଷ ୧୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୪୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଗକୁ ଇନ୍ ଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ହୀରାକୁଦ ଗେଟ୍ ବନ୍ଦ କରାଯିବ।

Flood Situation: ଆଗକୁ କମିବ ଜଳସ୍ତର, ଇନଫ୍ଲୋ କମିଲେ ବନ୍ଦ କରାଯିବ ହୀରାକୁଦ ଗେଟ୍
Array