FM College Case: `ପୀଡିତାଙ୍କ ସପକ୍ଷରେ ମାତ୍ର ୧୦ ଜଣ ଥିଲେ, ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ'

ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ।

FM College Case: `ପୀଡିତାଙ୍କ ସପକ୍ଷରେ ମାତ୍ର ୧୦ ଜଣ ଥିଲେ, ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ'
Array