FM Student Death Case: ଝିଅ ପାଇଁ ଗୁହାରି କରିଥିଲେ ବାପା, କେହି ଶୁଣିଲେନି

ମାନସିକ ଅବସାଦରେ ରହୁଥିଲେ FM ପୀଡ଼ିତା। ସମୀର ସାର୍ ଦେଉଥିବା ଅପମାନ, ମାନସିକ ନିର୍ଯାତନା ଓ ପିଲାଙ୍କ ଟାହି ଟାପରା ତାଙ୍କୁ ବାଧୁଥିଲା। ସେଥିପାଇଁ ଝିଅ ଆଗକୁ କିଛି ବଡ଼ ଧରଣର ଭୁଲ୍ କରିପାରେ, ଏଭଳି ଆଶଙ୍କା କରିଥିଲେ ତାଙ୍କ ବାପା। କୌଣସି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଇଣ୍ଟରନାଲ୍ କଂପ୍ଳେନ୍ କମିଟିକୁ ଲେଖିଥିଲେ ଆବେଗଭରା ଚିଠି।

FM Student Death Case: ଝିଅ ପାଇଁ ଗୁହାରି କରିଥିଲେ ବାପା, କେହି ଶୁଣିଲେନି
Array