Temple Burglary: ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା, ଧରାପକାଇଲା AI

ନୟାଗଡ ପୋଲିସ ହାତରେ ଧରାପଡିଲା ବଡ଼ ଲୁଟେରା ଗ୍ୟାଙ୍ଗ । ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା । ସୁନା, ରୁପା ପିତ୍ତଳ ସବୁ କିଛି ଲୁଟି ନେଉଥିଲେ । AI ସହାୟତାରେ ୪ ଜଣ ଲୁଟେରାଙ୍କୁ ମାଡିବସିଲା ନୟାଗଡ଼ ପୋଲିସ । ପଢନ୍ତୁ ପୁରା ଖବର

Temple Burglary: ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା, ଧରାପକାଇଲା AI
Array