Pahalgam Terror Attack Casualties: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ

ପହଲଗାମ ଆତଙ୍କୀ ଆକ୍ରମଣରେ ଜଣେ ଏୟାରପୋର୍ସ ଅଧିକାରୀଙ୍କ ଜୀବନ ଯାଇଛି । ମୃତକ ହେଲେ ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗ ।

Pahalgam Terror Attack Casualties: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ
Array