FM Student Death: ଏପଟେ ଝିଅର ଚିତା ଜଳୁଛି, ସେପଟେ ଘର ପିଣ୍ଡାରେ ମୁଣ୍ଡ ପିଟୁଛି ବାପା

ସୌମ୍ୟାଶ୍ରୀଙ୍କ ପାଇଁ ପୂରା ଗାଁ ସ୍ତବ୍ଧ। ସୁନା ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ପଳାସିଆ ଗାଁ। ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ। ଗେଲ୍ହି ଝିଅକୁ ଝୁରୁଛି ଗାଁ ମାଟି। ଏସବୁ ଭିତରେ ସୌମ୍ୟାଶ୍ରୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ମାଟିରେ ପଞ୍ଚଭୂତରେ ଲୀନ ହୋଇଯାଇଛି ସୌମ୍ୟାଙ୍କ ପାର୍ଥିବ ଶରୀର।

FM Student Death: ଏପଟେ ଝିଅର ଚିତା ଜଳୁଛି, ସେପଟେ ଘର ପିଣ୍ଡାରେ ମୁଣ୍ଡ ପିଟୁଛି ବାପା
Array