FM student: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ, ସଂଗ୍ରାମ କରି ଶେଷରେ ଆଖି ବୁଜିଲେ
ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ମୃତ୍ୟୁ ହୋଇଛି । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।