ଚଳନ୍ତା ସ୍କୁଲ୍ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କରଞ୍ଜିଆ ୫।୭: ସ୍କୁଲ୍ ବସ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ୪୯ ନଂ ଜାତୀୟ ରାଜପଥ ଯଶୀପୁର ଭଣ୍ଡନ ପୋଲ ନିକଟରେ ଅଘଟଣ ଘଟିଛି ।ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ସରସ୍ୱତୀ ଶିଶୁ ମନ୍ଦିର ବସ୍‌ରେ ଲାଗିଲା ନିଆଁ । ୪୯ ନଂ ଜାତୀୟ ରାଜପଥ ଯଶୀପୁର ଭଣ୍ଡନ ପୋଲ ନିକଟରେ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍ ଯାଉଥିବା ସମୟରେ ଅଘଟଣ ଘଟିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।You Can Read:ଭୁଶୁଡିଲା ନେତାଜୀ ସେବା ସଦନର ପାଚେରୀ, ଦୁଇଟି କାର୍ କ୍ଷତିଗ୍ରସ୍ତ 

ଚଳନ୍ତା ସ୍କୁଲ୍ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କରଞ୍ଜିଆ ୫।୭: ସ୍କୁଲ୍ ବସ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ୪୯ ନଂ ଜାତୀୟ ରାଜପଥ ଯଶୀପୁର ଭଣ୍ଡନ ପୋଲ ନିକଟରେ ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ସରସ୍ୱତୀ ଶିଶୁ ମନ୍ଦିର ବସ୍‌ରେ ଲାଗିଲା ନିଆଁ । ୪୯ ନଂ ଜାତୀୟ ରାଜପଥ ଯଶୀପୁର ଭଣ୍ଡନ ପୋଲ ନିକଟରେ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍ ଯାଉଥିବା ସମୟରେ ଅଘଟଣ ଘଟିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

You Can Read:

ଭୁଶୁଡିଲା ନେତାଜୀ ସେବା ସଦନର ପାଚେରୀ, ଦୁଇଟି କାର୍ କ୍ଷତିଗ୍ରସ୍ତ