FM କଲେଜ ଅଘଟଣ: ଜୋର ଧରିଲା ରାଜନୀତି, ରାଜଧାନୀରେ କଂଗ୍ରେସ ଓ ବିଜେଡିର ହଲ୍ଲାବୋଲ

FM ଅଘଟଣକୁ ନେଇ ତେଜିଲା ରାଜନୀତି । ବିରୋଧୀ କଲେ ମୁଖ୍ୟ ମୁଦ୍ଦା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଚାଲିଲା ହାଇଡ୍ରାମା । ବିଜେଡି ଛାତ୍ର ଓ ଯୁବ ଶାଖା, FM ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ହୋହଲ୍ଲା ନାରାବାଜି, ପୋଲିସ ସହ ଧସ୍ତାଧସ୍ତି ।

FM କଲେଜ ଅଘଟଣ: ଜୋର ଧରିଲା ରାଜନୀତି, ରାଜଧାନୀରେ କଂଗ୍ରେସ ଓ ବିଜେଡିର ହଲ୍ଲାବୋଲ
Array