Former Odisha Minister Ananta Das' Last Rites Performed in Balasore

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ। ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ପୈତୃକ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନନ୍ତଙ୍କ ବଡପୁଅ ବିଶ୍ୱଜିତ ଦାସ ମୁଖାଗ୍ନି ଦେଇଥିଲେ। #BJD #Leader #AnantaDas #Bhogarai