Formula 2 Win for kush: ମୋନାକୋରେ ବାଜିଲା ଜାତୀୟ ସଙ୍ଗୀତ, ପ୍ରଥମ ଭାରତୀୟ ଭାବେ ଏମିତି ରେକର୍ଡ କଲେ କୁଶ

ଆଲପିନ ଫର୍ମୂଲା-୧ ଟିମର ରିଜର୍ଭ ଡ୍ରାଇଭର କୁଶ ମାଇନି ପୋଲ ପୋଜିସନରୁ ହିଁ ରେସ ଆରମ୍ଭ କରିଥିଲେ। ଡାମ୍ସର ଏହି ଡ୍ରାଇଭର ଚମତ୍କାର ନିୟନ୍ତ୍ରଣ ଦେଖାଇବାରେ ସକ୍ଷମ ହୋଇଥିଲେ। ସମସ୍ତ ୩୦ଟି ଯାକ ଲାପରେ ଅଦ୍ଭୂତପୂର୍ବ ନିୟନ୍ତ୍ରଣ ସହିତ ପ୍ରଥମ ସ୍ଥାନରେ ରହି ସେ ପୋଡିୟମ ଫିନିଶ କରିଥିଲେ।

Formula 2 Win for kush: ମୋନାକୋରେ ବାଜିଲା ଜାତୀୟ ସଙ୍ଗୀତ, ପ୍ରଥମ ଭାରତୀୟ ଭାବେ ଏମିତି ରେକର୍ଡ କଲେ କୁଶ
Array