Found With Lakhs Hidden in Govt Quarters: ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ ।

Found With Lakhs Hidden in Govt Quarters: ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି
Array