Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍‌ଠୋକ୍‌ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ ।

Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା
Array