Fraud Marriage: କନିଆଁର ମୁହଁ ଦେଖି ବର ବେହୋସ୍‌

ସଜେଇ ହୋଇଥିଲା ମଣ୍ଡପ । ବରାଯାତ୍ରୀ ଧରି ଧୁମ୍‌ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲା ବର । ଏପଟେ କନିଆଁ ବି ଥିଲା ଫୁଲ୍‌ ରେଡ୍ଡି । ଓଡ଼ଣା ଟାଣି ବସିଥିଲା ବର ଅପେକ୍ଷାରେ । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍‌ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍‌ ।

Fraud Marriage: କନିଆଁର ମୁହଁ ଦେଖି ବର ବେହୋସ୍‌
Array