French Open Women's Doubles: ଫ୍ରେଞ୍ଚ ଓପନ ମହିଳା ଡବଲ୍ସ, ବାଜି ମାରିଲେ ଜସ୍ମିନ-ସାରା

ଅଲିମ୍ପିକ୍ସରେ ପଦକ ବିଜୟିନୀ ଜସ୍ମିନ ଓ ସାରାଙ୍କ ଯୋଡି ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ବିଜୟୀ ହୋଇଥିଲେ। ୧୧ ମାସ ତଳେ ଯେଉଁ ଫିଲିପ ଚାର୍ଟିଅର କୋର୍ଟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସମାନ କୋର୍ଟରେ ଅଣସିଡେଡ ଯୋଡିଙ୍କୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।

French Open Women's Doubles: ଫ୍ରେଞ୍ଚ ଓପନ ମହିଳା ଡବଲ୍ସ, ବାଜି ମାରିଲେ ଜସ୍ମିନ-ସାରା
Array