Frustrated over wife's dowry charge: ଚା’ ବିକୁଛନ୍ତି କିନ୍ତୁ ହାତରେ ପିନ୍ଧିଛନ୍ତି ହାତକଡ଼ି, ଆଶ୍ଚର୍ଯ୍ୟ କରିବ ପଛରେ ଥିବା କାହାଣୀ

ରାଜସ୍ଥାନର କୃଷ୍ଣ କୁମାର ଧାକଡ ଦାବି କରନ୍ତି ପତ୍ନୀ ମିନାକ୍ଷୀ ମିଛି ମାମଲାରେ ତାଙ୍କୁ ଫସାଇଦେଇଛନ୍ତି । ୩ବର୍ଷ ହେବ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ନ୍ୟାୟ ମିଳିନି । ଏବେ କୃଷ୍ଣ ଓ ତାଙ୍କ ଚା’ ଦେ।କାନ ସେ।ସିଆଲ ମିଡିଆରେ ଭାଇରାଲ ହେଉଛି ।

Frustrated over wife's dowry charge: ଚା’ ବିକୁଛନ୍ତି କିନ୍ତୁ ହାତରେ ପିନ୍ଧିଛନ୍ତି ହାତକଡ଼ି, ଆଶ୍ଚର୍ଯ୍ୟ କରିବ ପଛରେ ଥିବା କାହାଣୀ
Array