Gas Cremation Begins at Khananagar; Operational After 6 Months, Costs Rs 2000 per Ritual
ଖାନନଗରରେ ଗ୍ୟାସ ଚୁଲାରେ ଶବଦାହ ଆରମ୍ଭ ଖାନନଗର ଶ୍ମଶାନରେ ଗ୍ୟାସ ଚୁଲାରେ ଶବଦାହ ଆରମ୍ଭ । ଉଦଘାଟନର ୬ ମାସ ପରେ ହେଲା କାର୍ଯ୍ୟକ୍ଷମ । ମୃତକଙ୍କ ପରିବାରକୁ ଦେବାକୁ ପଡ଼ିବ ଦୁଇ ହଜାର ଟଙ୍କା । ଶବଦାହ ପାଇଁ ଲାଗିବ ୪୫ ମିନିଟ୍ । #KhanNagar
ଖାନନଗରରେ ଗ୍ୟାସ ଚୁଲାରେ ଶବଦାହ ଆରମ୍ଭ
ଖାନନଗର ଶ୍ମଶାନରେ ଗ୍ୟାସ ଚୁଲାରେ ଶବଦାହ ଆରମ୍ଭ । ଉଦଘାଟନର ୬ ମାସ ପରେ ହେଲା କାର୍ଯ୍ୟକ୍ଷମ । ମୃତକଙ୍କ ପରିବାରକୁ ଦେବାକୁ ପଡ଼ିବ ଦୁଇ ହଜାର ଟଙ୍କା । ଶବଦାହ ପାଇଁ ଲାଗିବ ୪୫ ମିନିଟ୍ ।
#KhanNagar