|ହସ୍ପିଟାଲ ବେଡରୁ ରାଜନୀତି, ନବୀନ କେବେ ଫୋନ କରିଥିଲେ କି? |

ଶରଧାବାଲି ଦଳଚକଟାରେ ସାରା ରାଜ୍ୟ ସ୍ତବ୍ଧ । ଅଘଟଣ ଅବ୍ୟବସ୍ଥାର ପୋଲ ଖୋଲି ଦେଇଛି । ପ୍ରଶାସନିକ ଅବହେଳାରୁ ତିନି ଜଣଙ୍କ ଜୀବନ ଯାଇଛି । ଯାହା କିଛି ଘଟିଲା ତାହା ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଗଲା । ଏହା ଆଜିର ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭ