ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଘଟିଲା ଅଘଟଣ, ଟ୍ରକ ଧକ୍କାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଅଘଟଣ ।  ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଢେଙ୍କିକୋଟ ନିକଟ ସାନ୍ତରାପୁର ଗ୍ରାମର ବସନ୍ତ ଦାସ । ଢେଙ୍କିକୋଟ ବଜାର ଆଡକୁ ଚାଲିଚାଲି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । The post ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଘଟିଲା ଅଘଟଣ, ଟ୍ରକ ଧକ୍କାରେ ଜଣେ ମୃତ appeared first on KNews Odisha.

ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଘଟିଲା ଅଘଟଣ,  ଟ୍ରକ ଧକ୍କାରେ ଜଣେ ମୃତ
accident

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଅଘଟଣ ।  ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଢେଙ୍କିକୋଟ ନିକଟ ସାନ୍ତରାପୁର ଗ୍ରାମର ବସନ୍ତ ଦାସ । ଢେଙ୍କିକୋଟ ବଜାର ଆଡକୁ ଚାଲିଚାଲି ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।

The post ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ପମ୍ପ ନିକଟରେ ଘଟିଲା ଅଘଟଣ, ଟ୍ରକ ଧକ୍କାରେ ଜଣେ ମୃତ appeared first on KNews Odisha.