Gautam Gambhir visits Tirumala to offer prayers at Sri Venkateswara Swamy Temple

ଇଂଲଣ୍ଡ ଗସ୍ତ ପୂର୍ବରୁ ତିରୁପତିଙ୍କ ଶରଣରେ ଗମ୍ଭୀର ଇଂଲଣ୍ଡ ଟେଷ୍ଟ ପୂର୍ବରୁ ବାଲାଜୀଙ୍କ ଶରଣରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଗମ୍ଭୀର ପରିବାର ସହ ଆନ୍ଧ୍ର ପ୍ରଦେଶ ସ୍ଥିତ ତିରୁମାଳା ବାଲାଜୀଙ୍କ ଦର୍ଶନ କରିଛନ୍ତି। ଆସନ୍ତ