ବର୍ଷାରେ ଭିଜି ପଦଯାତ୍ରା କଲେ ଅପରାଜିତା

ଆଜି ଖୋର୍ଦ୍ଧାର ଏକ ଗାଁରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି ଅପରାଜିତା।

ବର୍ଷାରେ ଭିଜି ପଦଯାତ୍ରା କଲେ ଅପରାଜିତା

ବର୍ଷାରେ ଭିଜି ପଦଯାତ୍ରା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ଖୋର୍ଦ୍ଧାର ଏକ ଗାଁରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି ଅପରାଜିତା। ଦେଖନ୍ତୁ ଦୃଶ୍ୟ।