Gen Z: ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ୍ , ଜୀବନକୁ ଏଭଳି ବଞ୍ଚୁଛନ୍ତି

ଏବେ ସମସ୍ତେ ଜିମ୍‌ ସେଲଫି, ବିଦେଶ ଯାତ୍ରା କିମ୍ବା ନିଖୁଣ ଜୀବନଶୈଳୀର ପଛରେ ଦୌଡ଼ୁନାହାନ୍ତି। ଯଦି କେହି ନିଜର ଅସଜଡ଼ା ରୁମ୍‌ର ଫଟୋ ବା ମେକଅପ୍‌ ବିନା ଫଟୋ ପୋଷ୍ଟ କରନ୍ତି, ତାହାକୁ ବର୍ତ୍ତମାନ କୁଲ୍‌ ବୋଲି ଗଣାଯାଏ।

Gen Z: ଆରମ୍ଭ ହୋଇଛି ନୂଆ ଟ୍ରେଣ୍ଡ୍ , ଜୀବନକୁ ଏଭଳି ବଞ୍ଚୁଛନ୍ତି
Array