Ghibli Studio: କ’ଣ ଏହି ଘିବଲି ଷ୍ଟୁଡିଓ ? ଚାଟଜିପିଟିରେ କାହିଁକି ହେଲା ଟ୍ରେଣ୍ଡ ? ଜାଣନ୍ତୁ...

ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି। କଣ ଏହି ଘିବଲି ଷ୍ଟୁଡିଓ ? ଜାଣନ୍ତୁ...

Ghibli Studio: କ’ଣ ଏହି ଘିବଲି ଷ୍ଟୁଡିଓ ? ଚାଟଜିପିଟିରେ କାହିଁକି ହେଲା ଟ୍ରେଣ୍ଡ ? ଜାଣନ୍ତୁ...
Array