Water Mining on the Moon: ଚନ୍ଦ୍ରରେ ମିଳିଲା ପାଣି !

ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ନେଇ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ସଂଗୃହିତ ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।

Water Mining on the Moon: ଚନ୍ଦ୍ରରେ ମିଳିଲା ପାଣି !
Array