Girlfriend: ଅପରାଧୀଙ୍କ ପ୍ରେମିକା, ଷଡଯନ୍ତ୍ର କରି ମାରିଥିଲା ଶାଶୂଙ୍କୁ
କିଛି ଦିନ ପରେ କଲ୍ୟାଣଙ୍କ ବଡ଼ ଭାଇ ତାର ନିକଟତର ହେବାକୁ ଲାଗିଥିଲେ। ସମ୍ପର୍କ କ୍ରମାଗତ ଭାବେ ଏମିତି ବଢ଼ିଗଲା ଯେ ବିବାହିତ ସନ୍ତୋଷ ପୂଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସନ୍ତୋଷଙ୍କ ପତ୍ନୀ ଓ ପିଲା ଥିବା ସତ୍ତ୍ବେ ଏଭଳି ପଦକ୍ଷେପ ନେଇଥିଲେ। କେବଳ ସନ୍ତୋଷ ନୁହେଁ କଲ୍ୟାଣଙ୍କ ବାପା ତଥା ପୂଜା ନିଜ ଶଶୁରଙ୍କ ସହିତ ବି ଅନୈତିକ ସମ୍ପର୍କ ରଖିଥିଲା।