Simla Agreement Impact: ସିମ୍‌ଲା ଚୁକ୍ତିନାମା କ’ଣ ? ଏଲଓସି ଉପରେ ଏହାର ପ୍ରଭାବ କିପରି ରହିବ ?

ପାକିସ୍ତାନର ଏହି ଧମକ ପରେ ସିମଲା ଚୁକ୍ତିନାମା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନିର୍ଣ୍ଣାୟକ ଯୁଦ୍ଧ ପରେ ଶାନ୍ତି ଫେରାଇ ଆଣିବା ପାଇଁ ଏହା ୧୯୭୨ ମସିହାରେ ସ୍ୱାକ୍ଷରିତ ହୋଇଥିଲା ଏହି ଚୁକ୍ତିନାମା । ଆସନ୍ତୁ ଜାଣିବା ସିମଲା ଚୁକ୍ତିନାମା କ'ଣ? ଏହାର ଗୁରୁତ୍ୱ କ'ଣ? ପାକିସ୍ତାନ ଏହାକୁ ବାତିଲ କରିପାରିବ କି?

Simla Agreement Impact: ସିମ୍‌ଲା ଚୁକ୍ତିନାମା କ’ଣ ? ଏଲଓସି ଉପରେ ଏହାର ପ୍ରଭାବ କିପରି ରହିବ ?
Array