Allu Arjun: ମୃତ୍ୟୁ ସହ ସଂଘର୍ଷ କରୁଛି ଅଲୁ ଅର୍ଜୁନଙ୍କ କୁନି ଫ୍ୟାନ୍; 'ପୁଷ୍ପା ୨' ଦେଖିବାକୁ ଯାଇ ଅଘଟଣ
'ପୁଷ୍ପା ୨'ର ପ୍ରିମିୟର୍ ଶୋ’ରେ ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ସହିତ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।