'Give Me Suicide Bomb’: ‘ମୋଦି-ଶାହ ମୋତେ ବୋମା ଦିଅ...ମୁଁ ଦେହରେ ବାନ୍ଧି ଯିବି ପାକିସ୍ତାନ’

କର୍ଣ୍ଣାଟକ ମନ୍ତ୍ରୀ ଜମିର ଅହମ୍ମଦ ଖାନ କହିଛନ୍ତି, ଆମେ ଭାରତୀୟ, ଆମେ ହିନ୍ଦୁସ୍ତାନୀ । ପାକିସ୍ତାନର ଆମ ସହିତ କେବେ କୌଣସି ସମ୍ପର୍କ ନାହିଁ। ପାକିସ୍ତାନ ସବୁବେଳେ ଆମର ଶତ୍ରୁ । ଯଦି ମୋଦି, ଅମିତ ଶାହ ଏବଂ କେନ୍ଦ୍ର ସରକାର ମୋତେ ଅନୁମତି ଦିଅନ୍ତି, ତେବେ ମୁଁ ପାକିସ୍ତାନ ଯାଇ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ।

'Give Me Suicide Bomb’: ‘ମୋଦି-ଶାହ ମୋତେ ବୋମା ଦିଅ...ମୁଁ ଦେହରେ ବାନ୍ଧି ଯିବି ପାକିସ୍ତାନ’
Array