ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୧ ଦିନ ହେଲା ଅଚଳ ବିଧାନସଭା

ବିଧାନସଭାରେ ବିରୋଧୀଙ୍କ ରୀତିମତ ହଙ୍ଗାମା । କଂଗ୍ରେସ ସଦସ୍ୟଙ୍କ ଲଗାତର ବିଶୃଙ୍ଖଳିତ ଆଚରଣ । ଗୃହ ଭିତରେ ହାତାହାତି ପରିସ୍ଥିତି ଭିତରେ । ବିଧାନସଭାକୁ ଚଳାଇ ନଦେବାର ଯୋଜନାବଦ୍ଧ ଉଦ୍ୟମ !

ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୧୧ ଦିନ ହେଲା ଅଚଳ ବିଧାନସଭା
Array