Glamorous Look: ଫ୍ରଣ୍ଟକଟ୍ ଗାଉନ୍ରେ ଜଳୁଥିଲେ ଜାହ୍ନଭୀ, କରୀନାଙ୍କ ଉପରେ ସମସ୍ତଙ୍କ ନଜର
ବଲିଉଡ ତାରକାମାନେ ପ୍ରତିଦିନ କିଛି ନ କିଛି ଇଭେଣ୍ଟରେ ନଜର ଆସିଥାନ୍ତି। ମଙ୍ଗଳବାର ବି-ଟାଉନ୍ର ଅନେକ ସୁନ୍ଦରୀ ଏକ ଇଭେଣ୍ଟରେ ନଜର ଆସିଥିଲେ। ସମସ୍ତେ ପାପାରାଜିଙ୍କ ନଜରରେ ପଡିଥିଲେ। ସେମାନଙ୍କ ଗ୍ଲାମରସ୍ ଲୁକ୍ ଏବେ ଭାଇରାଲ୍ ହେଉଛି। ଦେଖନ୍ତୁ କିଏ କେଉଁ ଲୁକରେ ନଜର ଆସିଛନ୍ତି।