Global Terrorist Designation for TRF: TRFକୁ ବାଜିବ ଜାତିସଂଘ ସୁରକ୍ଷା ପରିଷଦର ଛାଟ ! UNSCର ୧୨୬୭ ପ୍ରତିବନ୍ଧକ କମିଟିକୁ ଅବଗତ କଲା ଭାରତ

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଭାରତର ଏକ ଟେକ୍ନିକାଲ୍ ଟିମ୍ ନ୍ୟୁୟର୍କରେ ୧୨୬୭ ପ୍ରତିବନ୍ଧକ କମିଟି ମନିଟରିଂ ଟିମ୍ ଓ ଅନ୍ୟ ଜାତିସଂଘ ସଦସ୍ୟ ଦେଶଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।

Global Terrorist Designation for TRF: TRFକୁ ବାଜିବ ଜାତିସଂଘ ସୁରକ୍ଷା ପରିଷଦର ଛାଟ ! UNSCର ୧୨୬୭ ପ୍ରତିବନ୍ଧକ କମିଟିକୁ ଅବଗତ କଲା ଭାରତ
Array