Gold Price Forecast: ସୁନା ମୂଲ୍ୟକୁ ନେଇ ବିଶେଷଜ୍ଞଙ୍କ ଆକଳନ: ଖୁବଶୀଘ୍ର ଏତିକି କମିବ ସୁନା ଦର

ବିଶ୍ୱରେ ଭୂ-ରାଜନୈତିକ ସମସ୍ୟା ଯୋଗୁଁ ସୁନା ଦରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ବିଶେଷଜ୍ଞଙ୍କ ମତରେ ସୁନା ଦର ୮୮,୦୦୦ ଟଙ୍କାକୁ ଖସି ଆସିବ । ଗତ ଏପ୍ରିଲ ୨୨ରେ ଥିବା ସୁନା ଦର ୯୯,୩୫୮ ଟଙ୍କାରୁ ଏବେ ଯାଏଁ ଦରରେ ୭ ପ୍ରତିଶତ ଖସିଛି ।

Gold Price Forecast: ସୁନା ମୂଲ୍ୟକୁ ନେଇ ବିଶେଷଜ୍ଞଙ୍କ ଆକଳନ: ଖୁବଶୀଘ୍ର ଏତିକି କମିବ ସୁନା ଦର
Array