Gold Price Hike in Bhubaneswar: ବିବାହ ଋତୁରେ ବେଲଗାମ ସୁନା ଦର, ଆଜି ପୁଣି ବଢ଼ିଲା ଏତିକି ଟଙ୍କା

ସୁନା କିଣିବାକୁ ଭାବୁଛନ୍ତି କି? ତା ପୂର୍ବରୁ ଥରେ ପଢି ନିଅନ୍ତୁ ଏହି ଖବର । କାଲି ୨୪୦୦ ଟଙ୍କା ବଢିବା ପରେ ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ମହଙ୍ଗା ହୋଇଛି ସୁନା ।

Gold Price Hike in Bhubaneswar: ବିବାହ ଋତୁରେ ବେଲଗାମ ସୁନା ଦର, ଆଜି ପୁଣି ବଢ଼ିଲା ଏତିକି ଟଙ୍କା
Array