Gold Price Hike: ୯୦ ହଜାର ଛୁଇଁଲା ସୁନା

ଆଜି ୪୪୦ ଟଙ୍କା ବଢ଼ି ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ରେ ପହଞ୍ଚିଛି ।

Gold Price Hike: ୯୦ ହଜାର ଛୁଇଁଲା ସୁନା
Array