Paddy Problem: ଧାନ କିଣା ଶେଷ...ଖୋଲା ଆକାଶ ତଳେ ଗଜା ଧାନକୁ ଜଗି ରହିଛନ୍ତି ଚାଷୀ
ସରକାର ଘୋଷଣା କରିଥିଲେ ଯେ କଟନି ଛଟନି ହେବ ନାହିଁ ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟ ରେ ଧାନ କିଣିବ ମିଲର। ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଡି ଗାଁରେ ରାସ୍ତା କଡ଼ରେ ପଡ଼ି ରହିଛି ହଜାର ହଜାର କ୍ଵିଣ୍ଟାଲ ଧାନ । ଆଶା ଥିଲା ମଣ୍ଡିରେ ଦେବୁ ଭଲ ଦୁଇ ପଇସା ପାଇବୁ, ଧାର ଶୁଝିବୁ। ହେଲେ ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।