ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ରାଲିରେ ଏମ.ପି ପ୍ରାର୍ଥୀନି ମାଲବିକା ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ , ପୂର୍ବତନ ଏମପି ଅର୍କକେଶରୀ ସିଂଦେଓ, ପ୍ରମୁଖ ଭାଜପାର କର୍ମକର୍ତ୍ତା ଗଣ ବୋରିଙ୍ଗପଦରରୁ ଏକ ମୋଟର ସାଇକେଲରେ ସହର ପରିକ୍ରମା କରିଥିଲେ। ବିଧାୟକ ପାର୍ଥି ପ୍ରଦୀପ୍ତ ନାଏକ , ଏମ.ପି […] The post ଭାଜପାର ମୋଟର ସାଇକେଲ ରାଲି appeared first on Dharitri Odia News.

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ରାଲିରେ ଏମ.ପି ପ୍ରାର୍ଥୀନି ମାଲବିକା ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ , ପୂର୍ବତନ ଏମପି ଅର୍କକେଶରୀ ସିଂଦେଓ, ପ୍ରମୁଖ ଭାଜପାର କର୍ମକର୍ତ୍ତା ଗଣ ବୋରିଙ୍ଗପଦରରୁ ଏକ ମୋଟର ସାଇକେଲରେ ସହର ପରିକ୍ରମା କରିଥିଲେ। ବିଧାୟକ ପାର୍ଥି ପ୍ରଦୀପ୍ତ ନାଏକ , ଏମ.ପି ପ୍ରାର୍ଥୀନି ମାଲବିକା ଦେଓଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ।

The post ଭାଜପାର ମୋଟର ସାଇକେଲ ରାଲି appeared first on Dharitri Odia News.