ଏଣିକି ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ କୋଚିଂ

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିିଛନ୍ତି। ତାଙ୍କ ଅଭିଭାଷଣରେ ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଏହା ସହ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏ ନେଇ ସେ କହିଛନ୍ତି ଜାତୀୟ ଶିକ୍ଷାନୀତି ସହିତ ସଂଯୁକ୍ତ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ ହେବ ଓଡ଼ିଆରେ ଆଇନ, ଡାକ୍ତରୀ, ଇଂଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ହେବ। ଜାତୀୟ ଶିକ୍ଷାନୀତି […] The post ଏଣିକି ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ କୋଚିଂ appeared first on Dharitri Odia News.

ଏଣିକି ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ କୋଚିଂ

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିିଛନ୍ତି। ତାଙ୍କ ଅଭିଭାଷଣରେ ରାଜ୍ୟରେ ଯୁବବର୍ଗଙ୍କୁ ନିଯୁକ୍ତି ସହିତ କୃଷି, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଏହା ସହ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏ ନେଇ ସେ କହିଛନ୍ତି ଜାତୀୟ ଶିକ୍ଷାନୀତି ସହିତ ସଂଯୁକ୍ତ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ ହେବ ଓଡ଼ିଆରେ ଆଇନ, ଡାକ୍ତରୀ, ଇଂଜିନିୟରିଂ ପାଠ୍ୟକ୍ରମ ଉପଲବ୍ଧ ହେବ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଚିଂ କ୍ଲାସ ଆରମ୍ଭ ହେବ ବୋଲି ରାଜ୍ୟପାଳ କହିଛନ୍ତି।

The post ଏଣିକି ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ କୋଚିଂ appeared first on Dharitri Odia News.