Gold Price: କମିବା ବଦଳରେ ବଢିଲା ସୁନା

ଆଉ ସୁନାରେ ହାତ ମାରି ହେବନି। ହୁ ହୁ ହୋଇ ବଢିଚାଲିଛି ସୁନା ଦର। ଆଉ କେଇଟା ଦିନ ଭିତରେ ଏହା ଲକ୍ଷେ ଛୁଇଁଯିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସୁନା ପ୍ରେମୀ !

Gold Price: କମିବା ବଦଳରେ ବଢିଲା ସୁନା
Array