Arun Bothra : ସୋସିଆଲ ମିଡ଼ିଆ ପୋଷ୍ଟ ବଢ଼ାଇଲା ଚର୍ଚ୍ଚା; କ’ଣ ଇଙ୍ଗିତ କରୁଛନ୍ତି ଅରୁଣ ବୋଥ୍ରା?

ଜାତୀୟ ଗଣମାଧ୍ୟମର ଖବରକୁ ରିପୋଷ୍ଟ କରି ବୋଥ୍ରା ଲେଖିଛନ୍ତି, ଚାରି ବର୍ଷ ପୂର୍ବେ, ମୁମ୍ବାଇ ପୋଲିସକୁ ଅନେକ ଟିଭି ଆଙ୍କର ଓ ଅଗଣିତ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଭିତ୍ତିହୀନ ଅଭିଯୋଗ ସହ ନିନ୍ଦିତ କରାଯାଇଥିଲା। ହେଲେ ଏବେ, ଏହା ସ୍ପଷ୍ଟ ଯେ ପୋଲିସ୍ ବୃତ୍ତିଗତ ଭାବେ ନିଜର ତଦନ୍ତ କରିଥିଲା । ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନଥିବା ଲୋକମାନେ ମିଛ ଏବଂ ଅପବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରଚାର ସୃଷ୍ଟି କରିପାରିବେ ।

Arun Bothra : ସୋସିଆଲ ମିଡ଼ିଆ ପୋଷ୍ଟ ବଢ଼ାଇଲା ଚର୍ଚ୍ଚା; କ’ଣ ଇଙ୍ଗିତ କରୁଛନ୍ତି ଅରୁଣ ବୋଥ୍ରା?
Array