ପୀଡ଼ିତା ବାପାଙ୍କ ବଡ଼ ବୟାନ- ‘ମାନସିକ ଦୁଶ୍ଚିନ୍ତା ନେଲା ମୋ ଝିଅ ଜୀବନ’
ସେ କହିଛନ୍ତି, ସରକାର ଯାହା ସହଯୋଗ କରିବା କଥା କରିଛନ୍ତି। ମୋ ପାଖରେ ମୋ ଝିଅ ଆଜି ନାହିଁ। ମାନସିକ ଚିନ୍ତା ଯୋଗୁଁ ସେ ତାର ଜୀବନ ନେଇଛି। ଆପଣମାନେ ରାଜନୀତି ନ କରି ତା ପାଇଁ ପ୍ରାର୍ଥନା କରନ୍ତୁ। ‘ତାର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ’