ଅବିକଳ ଦିବ୍ୟା ଭାରତୀଙ୍କ ପରି ଦିଶୁଥିବା ଏହି ଝିଅ କିଏ…
୯୦ ଦଶକର ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ କିଏ ବା ଜାଣି ନଥିଲେ? ସେ ତାଙ୍କ ଅଭିନୟ ସହିତ ଲୋକଙ୍କୁ ଏତେ ପାଗଳ କରିଦେଇଥିଲେ ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେଉଥିଲେ। ଏହି ଅଭିନେତ୍ରୀ ତାଙ୍କ ସ୍ୱଳ୍ପ କ୍ୟାରିଅରରେ ଲୋକଙ୍କ ମଧ୍ୟରେ ଖୁବ ନାଁ ଅର୍ଜନ କରିଥିଲେ। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଦିବ୍ୟା ଭାରତୀଙ୍କ ପରି ଦେଖାଯାଉଛନ୍ତି।