Gold Price: ବଢିଲା ସୁନା ଦର, ଉପର ମୁହାଁ ରୁପା ମୂଲ୍ୟ

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୮୪୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କା ହୋଇଛି ।

Gold Price: ବଢିଲା ସୁନା ଦର, ଉପର ମୁହାଁ ରୁପା ମୂଲ୍ୟ
Array