One Night Stand: ଅଭିନେତ୍ରୀଙ୍କ ଖୁଲାସା; ୱାନ୍ ନାଇଟ୍ ଷ୍ଟାଣ୍ଡ୍‌ କରିଦେଲା ଗର୍ଭବତୀ

ଗ୍ଲାମରସ୍ ଦୁନିଆରେ ପ୍ରତିଦିନ ସମ୍ପର୍କ ଗଢ଼ିଉଠୁଛି ଆଉ ଭାଙ୍ଗିଯାଉଛି। ଅନେକ ସମୟରେ ଏପରି ହୁଏ ଯେ ସେଲିବ୍ରିଟିମାନେ ମଧ୍ୟ ୱାନ୍ ନାଇଟ୍ ଷ୍ଟାଣ୍ଡ୍‌ କରନ୍ତି, କିନ୍ତୁ କେହି ପ୍ରକାଶ କରନ୍ତି ନାହିଁ। OTTରେ କାମ କରି ଲୋକପ୍ରିୟତା ହାସଲ କରିଥିବା ଏହି ସୁନ୍ଦରୀ ଏବେ ୱାନ୍ ନାଇଟ୍ ଷ୍ଟାଣ୍ଡକୁ ନେଇ ଖୁଲାସା କରିଛନ୍ତି ଏବଂ କହିଛନ୍ତି ଯେ ସେ ଗର୍ଭବତୀ ହୋଇଯାଇଛନ୍ତି।

One Night Stand: ଅଭିନେତ୍ରୀଙ୍କ ଖୁଲାସା; ୱାନ୍ ନାଇଟ୍ ଷ୍ଟାଣ୍ଡ୍‌ କରିଦେଲା ଗର୍ଭବତୀ
Array