Gold Price: ସୁନା ଦରରେ ସର୍ବକାଳୀନ ରେକର୍ଡ

ସୁନା ଦରରେ ସର୍ବକାଳୀନ ରେକର୍ଡ। ବିବାହ ଋତୁରେ ପଡିଛି ସୁନା ଚଡ଼କ। ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ଅର୍ଥାତ୍ ଖାଣ୍ଟି ସୁନା ୯୯୦ ଟଙ୍କା ବଢିଛି।

Gold Price: ସୁନା ଦରରେ ସର୍ବକାଳୀନ ରେକର୍ଡ
Array