ନିର୍ବାଚନବେଳେ କି ବାର୍ତ୍ତା ଦେବାକୁ ଚାହୁଛନ୍ତି ସୁର ?
କେବେ ନିଜକୁ ସଚ୍ଚା କଂଗ୍ରେସିଆ କହୁଛନ୍ତି, ଆଉ କେବେ ୫ ଦଶନ୍ଧିର ସ୍ୱାଭିମାନ ନାଁରେ ଭାଷଣ ଝାଡୁଛନ୍ତି। ହେଲେ ନିର୍ବାଚନୀ ରାଜନୀତିରୁ ବିରାମ ନେଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କିନ୍ତୁ ପୁତ୍ରମୋହରେ ଦଳୀୟ ନୀତିନୈତିକତା ସବୁ ଯେପରି ଛାଡ଼ିଦେଇଛନ୍ତି।