Gold Robbery: ଏକୁଟିଆର ସୁଯୋଗ ନେଇ ହାତ ଗୋଡ ବାନ୍ଧି ଲୁଟିନେଲେ ସୁନା ଅଳଙ୍କାର

ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ ଜଣେ ମହିଳାଙ୍କ ହାତ, ଗୋଡ଼ ବାନ୍ଧି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ଦେଇଛନ୍ତି ଲୁଟେରା।

Gold Robbery: ଏକୁଟିଆର ସୁଯୋଗ ନେଇ ହାତ ଗୋଡ ବାନ୍ଧି ଲୁଟିନେଲେ ସୁନା ଅଳଙ୍କାର
Array