Golden Grass: ସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ

ସୁନା ପରି ଦିଶୁଥିବା ଘାସରୁ ତିଆରି ବ୍ୟବହାର୍ଯ୍ୟ ଓ ଡେକୋରେଟିଭ୍ ଜିନିଷ ତିଆରି ପାଇଁ ଓଡ଼ିଶାର ନାଁ ରହିଛି । ଆଜି ଆସନ୍ତୁ ଗୋଲ୍ଡେନ୍ ଗ୍ରାସ୍ କ୍ରାଫ୍ଟ ନାଁରେ ବେଶୀ ପରିଚିତ ଥିବା ଓଡ଼ିଶାର ଏଇ ପାରମ୍ପରିକ କଳା ବିଷୟରେ ଜାଣିବା ।

Golden Grass: ସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ
Array